ଓଡ଼ିଶାରେ ଖୋଲିଲା ସିନେମା ହଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର : ଓଡ଼ିଶାରେ ଖୋଲିଲା ସିନେମା ହଲ ଓ ମଲ୍ଟିପ୍ଲେକ୍ସ । କୋରୋନା କଟକଣା ଯୋଗୁଁ ୯ ମାସ ଧରି ବନ୍ଦ ରହିଥିଲା ସିନେମା ହଲ।

 

ଭୁବନେଶ୍ୱର ESPLANADE ର ସିନେପଲିସ, କେଶରୀ ହଲ, ମହାରାଜା ହଲ, DN REGALIA MALL ର INOX ଓ SYMPHONY MALL କୋରୋନା କଟକଣା ମଧ୍ୟରେ ଖୋଲାଯାଇଛି।

 

ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।

 

ଅନଲାଇନ ଟିକେଟ ଉପରେ ଗୁରୁତ୍ୱ ଦିଆଯିବା ସହିତ ୫୦% ଦର୍ଶକଙ୍କ ସହ ସିନେମା ହଲ ଚାଲିବାକୁ ଅନୁମତି ଦିଆଯାଇଛି।

 

powered by social2s