ଓଡ଼ିଶାରେ COVID-19 ଟୀକା କରଣ ପାଇଁ ଡ୍ରାଏ ରନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ COVID-19 ଟୀକାକରଣ ପାଇଁ ଡ୍ରାଏ ରନ ଆରମ୍ଭ।

 

ଜିଲ୍ଲା ମୁଖ୍ୟ ଡାକ୍ତର ଖାନା, ଜିଲ୍ଲାର ଗୋଟିଏ ଉପଖଣ୍ଡ ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ଉନ୍ନିତ PHC ବା CHC ରେ ହେବ ଟୀକାକରଣ ଅଭ୍ୟାସ।

 

COVID ଟୀକାକରଣ ନିମନ୍ତେ ସାରା ଦେଶ ରେ ଚାଲିଛି ଡ୍ରାଏ ରନ।

 

ପ୍ରତି ଜିଲ୍ଲାର ୩ ଟି ମେଡିକାଲ ରେ ହେଉଛି ଟୀକାକରଣ ର ଡ୍ରାଏ ରନ। ରାଜ୍ୟକୁ ଆସନ୍ତା ସପ୍ତାହରେ କୋରୋନା ଟୀକା ଆସିବାର ସମ୍ଭାବନା ରହିଛି।

 

powered by social2s