![]()
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନରେ ୩ ଜଣ ଚାଷୀଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
ଜଣେ ଚାଷୀ ମୃତ। ତାଙ୍କ ନାମ ଗୋବିନ୍ଦ ବେହେରା।
ଅଳ୍ପକେ ବର୍ତିଲେ ଆଉ ଦୁଇ ଚାଷୀ।
ଗୁଳିମାଡ଼ କରି ୩୦,୦୦୦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ।
ମଇଁଷି କିଣିବାକୁ ଯାଜପୁର ଗୁଡ଼ିଆସଳ ଯାଉଥିଲେ ତିନି ଚାଷୀ।
powered by social2s

