କନ୍ଧମାଳରେ ମାଓ କ୍ୟାମ୍ପ ଧ୍ୱଂସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ  ଲେଙ୍ଗେରୀ ମୁଣ୍ଡା ଜଙ୍ଗଲ ରୀକ କକ୍ସଲ ଶିବିର କୁ ଧ୍ୱଂସ କରିଛନ୍ତି ସୁରକ୍ଷା କର୍ମୀ।

 

SOG ଓ DVF ର ଯବାନ ମାନେ ଗତ କାଲି ମିଳିତ ଭାବେ ଚଢ଼ାଉ କରିଥିଲେ। ପ୍ରଥମେ ମାଓବାଦୀ ମାନେ ସୁରକ୍ଷା କର୍ମୀ ଙ୍କ ଉପରକୁ ଗ୍ରେନେଡ଼ ମାଡ଼ ଓ ଗୁଳି ଚାଳନା କରିଥିଲେ,ମାତ୍ର ସୁରକ୍ଷା କର୍ମୀମାନେ ସେମାନଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ସୁଯୋଗ ଦେଇଥିଲେ ମଧ୍ୟ ସେମାନେ ଗୁଳିମାଡ଼ ଜାରି ରଖିଥିଲେ।ଯାହା ଫଳରେ ସୁରକ୍ଷା କର୍ମୀ ମାନେ ପାଲଟା ଗୁଳି ଚାଳନା କରିବାରୁ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଖସି ଚାଲି ଯାଇଥିଲେ।ପରେ ଉକ୍ତ ମାଓ ଶିବିରରୁ ଡେଟୋ ନେଟର,ହ୍ୟାଣ୍ଡ ଗ୍ରେନେଡ଼,ଆଦି ବହୁ ମାରଣାସ୍ତ୍ର ଜବତ ହେଇଥିବା ଜଣା ପଡ଼ିଛି।

powered by social2s