![]()
ଫୁଲବାଣୀ/ମୋହନା: ଆଜି ରାତି ୯.୪୫ ମିନିଟ ରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ଓ ଜି.ଉଦୟଗିରି ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।
ଗଜପତି ଜିଲ୍ଲାର ମୋହନା ରେ ମଧ୍ୟ ଅଳ୍ପ ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି।
ରିପୋର୍ଟ ଲେଖା ହେଲା ବେଳକୁ କ୍ଷୟକ୍ଷତି ର କିଛି ଖବର ମିଳିନାହିଁ।
powered by social2s

