ଘନ କୁହୁଡି ଯୋଗୁ ଦୁର୍ଘଟଣା, ଜଣେ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ଆଜି ସକାଳୁ କଟକ- ଚାନ୍ଦବାଲି ରାସ୍ତା ବହବଲପୁର ଛକ ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଛନ୍ତି।

 

ଅଧିକ କୁହୁଡି ଯୋଗୁ ଛିଡା ହୋଇଥିବା ଏକ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା ଏକ ଟାଟା ମ୍ୟାଜିକ ଗାଡି। 

 

ଟାଟା ମ୍ୟାଜିକରେ ବସିଥିବା ଅଭୟ ସାହୁ ନାମକ ବ୍ୟକ୍ତିଙ୍କୁ କଟକ ଏସସିବି ମେଡିକାଲ କୁ ନିଆଯାଇଛି।

powered by social2s