![]()
ଭଦ୍ରକ: ଭଦ୍ରକ ଜିଲ୍ଲା ଶାସ୍ତ୍ରୀଘାଟ ଅଂଚଳରେ ଥିବା ୩ ଟି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି।
ନିଆଁ ଯୋଗୁ ୨୦୦୦ ରୁ ଅଧିକ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି।
ଏକ ପାଇପ ଗୋଦାମ ରେ ମଧ୍ୟ ନିଆଁ ଲାଗିଥିବା ଜଣାପଡ଼ିଛି।
ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ନିଆଁ କୁ ଆୟତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ।
powered by social2s

