![]()
ଭୁବନେଶ୍ୱର: ଶନିବାର ଦିନ ଉଇନର୍ ଆସୋସିସନ, ଶହୀଦନଗର ତାର ନବମ ପ୍ରତିଷ୍ଠା ଦିବସ ଅବସରରେ କରୋନା ମହାମାରୀ ସମୟରେ ଜନସାଧାରଣଙ୍କୁ ନିଜ ଜୀବନକୁ ବାଜି ଲଗାଇ ଯେଉଁମାନେ ସେବା ଯୋଗାଇ ଦେଇଛନ୍ତି ସେମାନଙ୍କୁ କରୋନା ଯୋଦ୍ଧା ହିସାବରେ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।
ଦମକଳବାହିନୀ, ପୋଲିସ ବାହିନୀ, ପି. ଏଚି. ଡି, ଇଲେକ୍ଟ୍ରିକାଲ , ଭାରତ ସଂଚାର ନିଗମ, ଜାଗୃତି (ବ.ଏମ. ସି) କାର୍ଯ୍ୟ କର୍ତ୍ତା, ପ୍ରାଏ ୧୪୦ ଜଣ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ଉପଢକୌନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିଜୟ ମହାନ୍ତି, ଉମାନାଥ ମିଶ୍ର, ନାରାୟଣ ମହାପାତ୍ର, ଦୁର୍ଗା ସାମନ୍ତରାୟ, ଲଲିତ ମୋହନ ପଣ୍ଡା, ରୁଦ୍ରନାରାୟଣ ସାମନ୍ତରାୟ, ମଳୟ ରଞ୍ଜନ ମହାପାତ୍ର, ମନୋଜ କୁମାର ରାଉଳ,ସରୋଜ ପାତ୍ର, ଶ୍ରୀନିବାସ ରାଓ, ଲାଲା ରାୟ, ସନ୍ତୋଷ ରାଓ, ଅଚ୍ୟୁତ ପ୍ରସାଦ ବେହେରା, ଭବାନି ଜେନା, ମନୋରଞ୍ଜନ ପଲେଇ, ରାହୁଲ ପଲେଇ, ପ୍ରକାଶ ନାୟକ, ଗଣେଶ ରାଓ, ସୋନୁ ସାହୁ, ରାଜେଶ ପାତ୍ର, କାହୁଁ ଚରଣ ଗୌଡ଼, ଜୋସେଫ ଦିଗାଲ ଓ ଆସୋସିଏସନ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଉଇନର୍ ଆସୋସିଏସନ ର ନବମ ପ୍ରତିଷ୍ଠା ଦିବସ ଅବସରରେ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

