ଜାନୁଆରୀ ୧୬ ରୁ କରୋନା ଟୀକାକରଣ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଜାନୁଆରୀ ୧୬ ରୁ କରୋନା ଟୀକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ ସମୀକ୍ଷା ପରେ ଏହି ସୂଚନା ମିଳିଛି।

 

ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ୩ କୋଟି ଲୋକଙ୍କୁ ଟୀକା ଦେବେ। ଏହି ପର୍ଯ୍ୟାୟରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ର ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ। ଏହା ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟୀକା ଦେବାକୁ ସରକାର ନିଷ୍ପତି ନେଇଛନ୍ତି।

 

powered by social2s