ଓଡ଼ିଶାର ୧୬୦ ଟି କେନ୍ଦ୍ରରେ କରାଯିବ COVID-19 ଟୀକାକରଣ
ଭୁବନେଶ୍ୱର: ଓଡ଼ିଶାର ୧୬୦ ଟି କେନ୍ଦ୍ରରେ COVID-19 ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ରବିବାର ସୂଚନା ଦେଇଛନ୍ତି।
ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା, CHC, PHC ଏବଂ ଘରୋଇ ଡାକ୍ତରଖାନା ସମେତ ଓଡିଶାର ୧୬୦ ଟି ବିଭିନ୍ନ କେନ୍ଦ୍ରରେ COVID-19 ଟୀକାକରଣ କରାଯିବ ପାନିଗ୍ରାହି କହିଛନ୍ତି, ପ୍ରତ୍ୟେକ ସାଇଟରେ ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ।
ଆବଶ୍ୟକ ହେଲେ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।
powered by social2s

