ସ୍କୁଲ ଭିତରେ ପଶିଲା ଭାଲୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
କେନ୍ଦୁଝଉ: କେନ୍ଦୁଝର ଜିଲ୍ଲା ର ନରଣପୁର ୟୁପି ସ୍କୁଲ ଭିତରେ ଏକ ଭାଲୁ ପଶି ତିନି ଜଣଙ୍କୁ ଆକ୍ରମଣ କରିଛି।
ପ୍ରଥମେ ସ୍କୁଲ ଭିତରକୁ ଯାଉଥିବାବେଳେ ଜଣେ ଶିକ୍ଷକଙ୍କୁ କଲା ଆକ୍ରମଣ। ଶିକ୍ଷକଙ୍କୁ ଉଦ୍ଧାର କରିବାକୁ ଆସି ଦୁଇ ଗ୍ରାମବାସୀ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି।
ତିନି ଜଣଙ୍କୁ ଆକ୍ରମଣ କଲେ ପରେ ଭାଲୁ ଟି ପାଖ ଜଙ୍ଗଲ କୁ ପଳେଇଥିବାର ସୂଚନା ମିଳିଛି।
powered by social2s