ଭୁବନେଶ୍ୱର: ସମାଜ ପ୍ରତି ସମର୍ପିତ ହୋଇ କର୍ତ୍ତବ୍ୟ କୁ ସମ୍ମାନ ଜଣାଇ ଦମୟନ୍ତୀ ଚାରିଟେବୁଲ ଟ୍ରଷ୍ଟ ର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ବିଶିଷ୍ଟ ସାମ୍ବାଦିକ ପ୍ରଦୂମ୍ନ ଶତପଥୀ, ସାମ୍ବାଦିକ ବିଭୂତି ଭୂଷଣ କର, ଟ୍ରଷ୍ଟ ସମ୍ପାଦକ ଶ୍ରୀ ସୁଜାତା ରାଣୀ କର, ଅମରେଶ ଜେନା ଓ ଅନ୍ୟାନ୍ୟ ଅତିଥି ଙ୍କ ଦ୍ଵାରା ସମାଜସେବୀ ଶ୍ରୀ ନାରାୟଣ ମହାପାତ୍ର, ଶହୀଦନଗର ଭବନେଶ୍ବର ଙ୍କୁ "ସେବା ଗୌରବ ସମ୍ମାନ' ରେ ସମ୍ବର୍ଦ୍ଧିତ କରାଯାଇଛି।
ଆମକୁ ଏହି ସମ୍ମାନ ନିମନ୍ତେ ଯୋଗ୍ୟ ଭାବେ ବିବେଚିତ କରିଥିବାରୁ, ଶ୍ରୀମତି ସୁଜାତା ରାଣୀ କର ଓ ଟ୍ରଷ୍ଟ ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଆମର ଅନ୍ତରରୁ ଧନ୍ୟବାଦ ବୋଲି କହିଛନ୍ତି ନାରାୟଣ ମହାପାତ୍ର
powered by social2s

