ଓଡ଼ିଶାରେ ଦୁଇ ତିନି ଦିନ ମଧ୍ୟରେ ପହଞ୍ଚିବ କରୋନା ଟୀକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଉବନେଶ୍ବର: ଓଡ଼ିଶାରେ ଦୁଇ ତିନି ଦିନ ମଧ୍ୟରେ ପହଞ୍ଚିବ କରୋନା ଟୀକା। ରାଜ୍ୟର ୧୬୦ ଟି ସ୍ଥାନରେ ହେବ ଟୀକାକରଣ।

 

ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

 

ଦୁଇଟି ସ୍ଥାନରେ ରହିବ ଟୂ-ୟୁଏ କାମୁନିକେସନ ବ୍ୟବସ୍ତା ରହିବ। ଏହି ବ୍ୟବସ୍ତା ସୁନ୍ଦର ଗଡ଼ ଜିଲ୍ଲା ମୁଖ୍ୟ ଚିକିର୍ଚ୍ଛାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ରହିବ।ଏହି ଦୁଇଟି ସ୍ଥାନରୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଫିଡ଼ବ୍ୟାକ ନେବ।

 

କରୋନା ଟୀକାକରଣ ପାଇଁ ଆସନ୍ତା ୧୭,୧୮ ଓ ୧୯ ତାରିଖରେ ହେବାକୁ ଥିବା ପଲସ ପୋଲିଓ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଛି।

powered by social2s