ଗଜପତି ଜିଲ୍ଲା ସୀତା ପାହାଡ଼ରେ ମକର ମେଳା ପାଇଁ ଏସ୍ଓପି ଜାରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ମୋହନା: ଗଜପତି ଜିଲ୍ଲା ସୀତା ପାହାଡ଼ରେ ମକର ମେଳା ପାଇଁ  ପ୍ରଶାସନ ପକ୍ଷରୁ ଏସ୍ଓପି ଜାରୀ କରାଯାଇଛି। 

ଏଥିରେ ସାମାଜିକ ଦୂରତା ଓ ମାସ୍କ ଵ୍ୟଵହାର ଵାଧ୍ୟତା ମୂଳକ କରାଯାଇଛି। 

ମଦ୍ନିର ପ୍ରଵେଶ ପଥରେ ସାନିଟାଇଜ ର ବ୍ୟବସ୍ଥା କରାଯାଇଛି। 

ସଂକ୍ରାନ୍ତି ପରଦିନ ମକର ମେଳା ପାଳିତ ହେବ।

 

 

powered by social2s