![]()
ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ ଓ ସିଆଇଏସ୍ ର ଯୋଗଦାନରେ ପାରାଦୀପ ସମୁଦ୍ର ଉପକୂଳ ରେ ଆଜିଠୁ ୨ ଦିନିଆ ସମରାଭ୍ୟାସ ସି ଭିଜିଲ ଆରମ୍ଭ ହୋଇଛି।
ଏଥିରେ ମେରାଇନ ପୁଲିସ ଓ ମସ୍ୟ ବିଭାଗ ର ମିଳିତ ଯୋଗଦାନ ରହିଛି।
ଉପକୂଳ ସୁରକ୍ଷା ନେଇ ଜଳାଶୟରେ ଚାଲିଛି କାର୍ଯ୍ୟକ୍ରମ।
powered by social2s