ଭୁବନେଶ୍ୱର ରେ ପହଞ୍ଚିଲା କୋଭିସିଲଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କରୋନା ଭ୍ୟାକ୍ସିଂନ ଟୀକା କୋଭିସିଲଡ଼ ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ରୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସି ଭୁବନେଶ୍ୱର ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରେ ପହଂଚିଛି।

 

ଟୀକା ପହଞ୍ଚିବା ପରେ ତାହାକୁ  ତିନୋଟି ସ୍ୱତନ୍ତ୍ର ଭ୍ୟାକ୍ସିଂନ ଭ୍ୟାନ ଯୋଗେ କଡା ନିରାପତ୍ତା ମଧ୍ୟରେ ରାଜ୍ୟ ଭ୍ୟାକ୍ସିଂନ କେନ୍ଦ୍ର କୁ ପଠାଇ ଦିଆଯାଇଛି।ଏହାପରେ ଏହାକୁ ସମସ୍ତ ଜିଲ୍ଲା ଭ୍ୟାକ୍ସିଂନ କେନ୍ଦ୍ର ଗୁଡିକୁ ପଠାଯିବ।

 

ଜାନୁଆରୀ ୧୬ ରେ ରାଜ୍ୟର ୧୬୦ ଟି ସ୍ଥାନରେ ଦିଆଯିବ ଟୀକା। ପ୍ରତି କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା।

 

 

 

powered by social2s