ଭୁବନେଶ୍ୱର: ଓଡ଼ିଶାରେ କରୋନା ଟୀକା ପହଂଚିବା ଏକ ଖୁସିର ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ ଯୋଗେ କହିଛନ୍ତି ଯେ ନିର୍ବିଘ୍ନ ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।
ଏହି କାର୍ଯ୍ୟକ୍ରମ ଅମୁଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହେବ। ଟୀକାକରଣ ରେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନବୀନ।
powered by social2s

