ଡିଜିଟାଲ ହେବ ଓଡ଼ିଶାର ଜେଲ ବିଭାଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଅଗ୍ନିଶମ ପରେ ଏବେ ଡିଜିଟାଲ ହେବ ଓଡ଼ିଶାର ଜେଲ ବିଭାଗ। ଏଣିକି ଅନଲାଇନ ହେବ ମୁଲାକାତ ଏବଂ ପରୋଲ ଆବେଦନ।

 

ୱେବସାଇଟ ମାଧ୍ୟମରେ କଏଦୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବାପାଇଁ ନିଆଯିବ ପଦକ୍ଷେପ। ୱେବସାଇଟ ରେ ଉପଲବ୍ଧ ହେବ ବିଚାରାଧୀନ କଏଦୀ ଙ୍କ ବିସ୍ତ୍ରୁତ ବିବରଣୀ।

 

ଭୁବନେଶ୍ୱରର ଝାରପଡା ଜେଲରୁ ଆରମ୍ଭ ହେବ ଡିଜିଟାଲାଇଯେସନ ବୋଲି ସୂଚନା ମିଳିଛି।

powered by social2s