ଆସନ୍ତାକାଲି ଠାରୁ ଶୁଣିବେ ଟୀକାକରଣ ସମ୍ପର୍କରେ କଲର ଟିଉନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆସନ୍ତାକାଲି (ଜାନୁୟାରୀ ୧୫) ଠାରୁ ମୋବାଇଲ ଫୋନ ରେ ଆପଣ ଶୁଣି ପାରିବେ କୋଭିଡ-୧୯ ଟୀକା କରଣ ସମର୍କୀୟ ସଚେତନତା କଲର ଟିଉନ।

ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହେଉଥିବା ଟୀକାକରଣ କାର୍ଯ୍ୟକ୍ରମ ସକାଳ ୯ ଘଣ୍ଟାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ।

ମୋବାଇଲ ଫୋନକୁ ଯାଇଥିବା ମେସେଜ ମାଧ୍ୟମରେ ସୂଚିତ ସମୟରେ ହିତାଧିକାରୀ ମାନେ ଟୀକାକରଣ କେନ୍ଦ୍ର ରେ ପହଞ୍ଚିବେ।

powered by social2s