ଓଡ଼ିଶାର ୭ ଜିଲ୍ଲାରେ ଦେଖାଦେବ ଘନ କୁହୁଡ଼ି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶାର ୭ ଜିଲ୍ଲାରେ ଦେଖା ଦେବ ଘନ କୁହୁଡି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

ଜିଲ୍ଲା ଗୁଡିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ।

 

ଆଜି ରାତିରୁ କଲି ସକାଳ ପର୍ଯ୍ୟନ୍ତ ଦେଖାଯିବ କୁହୁଡି।

powered by social2s