![]()
କଟକ: କଟକ ସଦର ଥାନା ସାଶୋଲ ଅଞ୍ଚଳରେ ନକଲି ଜର୍ଦ୍ଦା ଜବତ କରାଯାଇଛି।
୩ଟି ଗୋଦାମ ରେ ଚଢ଼ାଉ କରି ୪ କ୍ୱଇଁଟାଲ ଅପମିଶ୍ରିତ ଜର୍ଦ୍ଦା ଓ ଗୁଣ୍ଡି ଜବତ କରିଛି ସଦରଥାନା ପୁଲିସ ।
ଅପମିଶ୍ରିତ ଜର୍ଦ୍ଦା ଓ ଗୁଣ୍ଡି ପ୍ରସ୍ତୁତ ଅଭିଯୋଗରେ ଜଣକୁ ଅଟକ ରଖିଛି ପୁଲିସ।
powered by social2s