ଏ ବର୍ଷ ଓଡ଼ିଶାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହେବେ ନାହିଁ ଛାତ୍ରଛାତ୍ରୀ ଓ NCC କ୍ୟାଡଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ନାହିଁ ଛାତ୍ରଛାତ୍ରୀ ଓ NCC କ୍ୟାଡଟ। ଏହା ଏକ ଗାଇଡ଼ଲାଇନ ରେ ଉଲ୍ଲେଖ କରିଛନ୍ତି ଓଡ଼ିଶା ସରକାର।

 

ସକାଳ ୮:୩୦ ରେ ପତାକା ଉତ୍ତୋଳନ କରାଯିବ। ପରେଡରେ କେବଳ ପୋଲିସ ବାହିନୀ ସାମିଲ ହେବେ।

 

ପରେଡ ରେ ଜନସାଧାରଣଙ୍କୁ ବାରଣ କରାଯାଇଛି।

 

 

କରୋନା ଗାଇଡଲାଇନ କଡାକଡୀ ପାଳନ କରିବାପାଇଁ ସବୁ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି।

powered by social2s