କୋଭିଡ-୧୯ ଟୀକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କୋଭିଡ-୧୯ ଟୀକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

 

ରାଜ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦେଶ।ବଳୀ ଅନୁଯାୟୀ ୧୮ ବର୍ଷ ରୁ କମ ,ଗର୍ଭବତୀ, ପ୍ରସୂତିଙ୍କୁ ଏହି ଟୀକା ଦିଆ ଯିବ ନାହିଁ। କୋଭିଡ-୧୯ ରେ ଆକ୍ରାନ୍ତ କିମ୍ବା ଅସୁସ୍ଥ ବ୍ୟକ୍ତି ଏହି ଟୀକା ନେଇ ପାରିବେ ନାହିଁ।ସମଗ୍ର ରାଜ୍ୟରେ ସମୁଦାୟ ୧୬୧ ଟି ଟୀକାକରଣ କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯିବ।

 

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲ,କିମ୍ସ, ସମ ହସ୍ପିଟାଲ ଓ ଏମ୍ସ ରେ  ଟୀକାକରଣ କରାଯିବ।

   

 

powered by social2s