ପୋଲିସ କମିଶନରଙ୍କ ଦ୍ଵାରା ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ସମ୍ୱର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ନାରାୟଣ ମହାପାତ୍ର ପୋଲିସ କମିଶନର ଡ ସୁଧାଂଶୁ ଷଡ଼ଙ୍ଗୀ ଙ୍କ ଦ୍ଵାରା ରକ୍ତଦାନ ନିମନ୍ତେ ବହୁ କ୍ୟାମ୍ପ କରିଥିବାରୁ ରେଡକ୍ରସ ବାର୍ଷିକ ସାଧାରଣ ବୈଠକରେ ସମ୍ୱର୍ଦ୍ଧିତ ହୋଇଥିଲେ । 

 

ଆଜିର ଏହି କାର୍ଯ୍ୟକ୍ରମ ରେ ଆଡ଼ିଶନାଲ କମିଶନର ରେଖା ଲୋହାନି, ଡିସିପି ଉମାଶଙ୍କର ଦାସ, କଟକ ଡିସିପି ପ୍ରତୀକ ସିଂ, ଏସିପି, ଲଳିତେଏନ୍ଦୁ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

 

କାର୍ଯ୍ୟକ୍ରମ ରେ ସମୁଦାୟ ୧୦୪ ଜଣକୁ ସମ୍ୱର୍ଦ୍ଧିତ କରାଯାଇଥିଲା

 

powered by social2s