ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୂଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ରାଇରଙ୍ଗପୁର: ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଆଜି ତା ୧୫/୦୧/୨୦୨୧ ଦିନ ବନ୍ଧୁକ ମୁନରେ ୧ ଲକ୍ଷ ୭୦ ହଜାର ଟଙ୍କା ଲୂଟ ହୋଇଛି।

 

ବହଲଦା ନିକଟ କାଙ୍କି ଠାରେ ଘଟିଛି ଘଟଣା।

 

ବାଇକ ରେ ଆସି ଚାରି ଜଣ ଦୃବୁତ ବନ୍ଧୁକ ଦେଖାଇ ଟଙ୍କା ଛଡେଇ ନେଇଥିଲେ।

 

powered by social2s