ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ଅଞ୍ଚଳରେ ବିଏମସିର ଉଠା ଦୋକାନୀଙ୍କ ଉପରେ ଚଢ଼ାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ଅଞ୍ଚଳରେ ବିଏମସି ଏନଫୋର୍ସମେଣ୍ଟ ର ଉଠା ଦୋକାନୀଙ୍କ ଉପରେ ଚଢ଼ାଉ।

 

ଚଢ଼ାଉ ବେଳେ ବାସିଖାଦ୍ୟ, ଅପରିଷ୍କାର ପରିବେଶ, ନିଷିଦ୍ଧ ଗୁଠକା ବିକ୍ରୟ କରୁଥିବା ପାଇଁ ଏବଂ ଟ୍ରେଡ଼ ଲାଇସେନ୍ସ, ଫୂଡ଼ ଲାଇସେନ୍ସ ନଥିବା ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ।

 

 

powered by social2s