ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ 5T ସଚିବ ଭି କେ ପଣ୍ଡିଆନ।
କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୬, ୟୁନିଟ-୧, ଆଇଆରସି ଭିଲେଜ ଓ ୟୁନିଟ-୯ ବାଳିକା ହାଇସ୍କୁଲ ପରିଦର୍ଶନ କଲେ।
ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ସହ ସ୍ମାର୍ଟ କ୍ଲାସରୁମ, ସାଇନ୍ସ ଲ୍ୟାବ, ଲାଇବ୍ରେରୀ ରୁମ, କ୍ରୀଡା ସୁବିଧା ଓ ଦଶମ ରେଜଲ୍ଟ ନେଇ କଲେ ଆଲୋଚନା।
powered by social2s

