![]()
ଭୁବନେଶ୍ୱର: ଓଡ଼ିଶାରେ ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ୮୫ ପ୍ରତିଶତ ଟିକାଦାନ ହୋଇଛି।
୧୬୧ ଟି କେନ୍ଦ୍ରରେ ୧୩ ହଜାର ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଗଲା ଟୀକା।
ରାଜ୍ୟର ୭ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷର ଶତ ପ୍ରତିଶତ ଟୀକାକରଣ ହୋଇଥିବା ଜଣାପଡିଛି।
ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ବୌଦ୍ଧ, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ।
ଭଦ୍ରକ ଓ ଗଜପତି ଜିଲ୍ଲାରେ ୯୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଥିବା ସୂଚନା ମିଳିଛି।
powered by social2s

