ଭାରତରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ଜାନୁୟାରୀ ୧୬ ରେ ଭାରତରେ ହୋଇ ଥିବା ବିଶ୍ୱର ସର୍ବବୃହତ କୋଭିଡ-୧୯ ଭ୍ୟାକ୍ସିଂନ ଟୀକା କରଣ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇଛି।

 

ସମଗ୍ର ଦେଶରେ ୩ହଜାର ୩ଶହ ୫୧ଟି ଟୀକାକରଣ କେନ୍ଦ୍ରରେ ଏହି ଟୀକାକରଣ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପର୍ଣ୍ଣ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ରେ ସମୁଦାୟ ୧ଲକ୍ଷ ୬୫ହଜାର ୭୧୪ ଟୀକା ଦିଅ ଯାଇଛି।

ଦେଶରେ ୧୧ ଟି ରାଜ୍ୟରେ ଦୁଇ ପ୍ରକାର ଟୀକା ଯଥା କୋଭିସିଲଡ଼ ଓ କୋଭ।କ୍ସିଂନ ଦିଆ ଯାଇଛି।

powered by social2s