![]()
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ଲକ୍ଷ୍ମୀ ମନ୍ଦିର ସାହି ନିକଟ ଧାନ ଖଳାରେ ନିଆଁ ଲାଗିଛି।ଏଥିରେ ୧୨ ଏକର ରେ ଅମଳ ହୋଇ ଥିବା ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଖବର ପାଇ ଅଗ୍ନିଶମ ବାହିନୀ ପହଁଛି ନିଆଁ କୁ ଆୟତ କରିଛନ୍ତି।
powered by social2s

