![]()
ଭୁବନେଶ୍ୱର: ଓଡ଼ିଶାର ୫ ଜିଲ୍ଲାରେ ଘନ କୁହୁଡି ଆଶଙ୍କା ଥିବାରୁ ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲେର୍ଟ ଜାରି କରିଛି ପାଣିପାଗ ବିଭାଗ।
ପୁରୀ, ବୌଦ୍ଧ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଆଜି ରାତି ଏବଂ କାଲି ଦେଖାଦେଇପାରେ ଘନ କୁହୁଡି।
ଜିଲ୍ଲାପାଳ ଓ ଏସ୍ପି ମାନଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନେର।
କୁହୁଡି ସମୟରେ ଜାନବାହନ ଚଳାଚଳ ନିୟନ୍ତ୍ରଣ କରିବାକୁ ପରାମର୍ଶ।
powered by social2s

