କବାଡି ଦୋକାନରେ କମିଶନରେଟ ପୁଲିସର ଚଢାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆଜି କମିଶନରେଟ ପୁଲିସ ପକ୍ଷରୁ ଲିଙ୍ଗରାଜ ଥାନା ଅନ୍ତର୍ଗତ ରଥରୋଡ ବୋସାଗରେଶ୍ୱର ଛକରେ ଥିବା ଏକ କବାଡି ଦୋକାନ ଉପରେ ଚଢାଉ କରାଯାଇଛି।

କବାଡି ଦୋକାନରୁ ୧୧କେବି ଆଲୁମିନିୟମ ଓ ତମ୍ବା ତାର ଜବତ ହୋଇଛି।

ଦ୍ୟୁତିକ ତାର ଚୋରି ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ।

 

powered by social2s