![]()
ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ କୋହଳ ହେବ ସ୍କୁଲ ଫି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କଲେ ଗଣଶିକ୍ଷା ବିଭାଗ।
ଘରୋଇ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ସ୍କୁଲ ପାଇଁ ଲାଗୁ ହେବ ଏହି ନିଷ୍ପତ୍ତି।
ବାର୍ଷିକ ୬ ହଜାରରୁ ଅଧିକ ଓ ୧୨ ହଜାରରୁ କମ ପାଇଁ ୭.୫ ପ୍ରତିଶତ ଛାଡ଼। ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ଫି ର ୧୨ ପ୍ରତିଶତ ଛାଡ଼।
ସେହିପରି, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଫି ର ୧୫ ପ୍ରତିଶତ ଛାଡ଼।
powered by social2s

