ଓଡିଆ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଆ ଅଭିନେତା ରବି ମିଶ୍ର ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ। ହୃଦ୍‌ଘାତ ଯୋଗୁଁ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା।

 

ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

 

ସେ ଅନେକ ଟେଲି ସିରିଏଲ, ମଞ୍ଚ, ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି |

 

ଟେଲି ସିରିଏଲ୍ ଗୋପାଳ ରହସ୍ୟ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ।

 

 

powered by social2s