![]()
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାହାଳ ନିକତସ୍ତ ଫାଣ୍ଡି ନିକଟରେ ଏକ ଅପମିଶ୍ରିତ ଆଚାର ପ୍ରସ୍ତୁତି କାରଖାନା ଉପରେ ସ୍ପେସିଆଲ ସ୍କୁୱାର୍ଡ ଓ ଫୁଡ଼ ସେଫଟି ବିଭାଗ ମିଳିତ ଚଢ଼ାଉ କରିଥିବା ସୂଚନା ମିଳିଛି।
ବିପୁଳ ପରିମାଣରେ ଅପମିଶ୍ରିତ ଆଚାର ଓ ବିଭିନ୍ନ ପ୍ରକାର ସସ ଜବତ ହୋଇଛି।
powered by social2s