ଭୁବନେଶ୍ୱର: ଜାନୁଆରୀ ୨୬ ରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା।
ଫେବୃଆରୀ ୯ ତାରିଖ ପ୍ରଯ୍ୟନ୍ତ ଦିନ ୧୧ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲିବ ମେଳା।
କୋଭିଡ କଟକଣା ଭିତରେ ଭୁବନେଶ୍ୱର Unit-1 ଆଦିବାସୀ ପଡିଆରେ ଚାଲିବ ମେଳା।
ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଭରଚୁଆଲ ମୋଡ ରେ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି।
powered by social2s

