ଓଡ଼ିଶାରେ ୪,୨୬୭ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ ତିନି ମାସ ପାଇଁ ରଦ୍ଦ ହେଲା ୪,୨୬୭ ଡ୍ରାଇଭିଂ ଲାଇସେନ୍ସ। 

 

ଜାନୁଆରୀ ୧ ରୁ ୨୧ ସୁଦ୍ଧା ଟ୍ରାଫିକ ନିୟମ ଉଲଂଘନ କରିଥିବା ଲୋକଙ୍କ ଲାଇସେନ୍ସ ରଦ୍ଦ ହୋଇଛି।

 

ହେଲମେଟ ପିନ୍ଧି ନଥିବାରୁ ୨,୬୮୮, ଅଧିକ ବେଗରେ ଗାଡି ଚାଲୁଥିବାରୁ ୭୨୮ ଓ ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ପାଇଁ ୨୫୫ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିବା ସୂଚନା ମିଳିଛି।

   
 

 

powered by social2s