ଓଡ଼ିଶା ମୋ ପରିବାର ତରଫରୁ କାଲିଠୁ ରାଜ୍ୟର ମୂଖ୍ୟ ଚିକିତ୍ସାଳୟରେ ରଖାଯିବ ହେଲ୍ପଡେସ୍କ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: କାଲିଠୁ ଓଡ଼ିଶାର ମୁଖ୍ୟ ଚିକିତ୍ସାଳୟରେ ରଖାଯିବ ହେଲ୍ପଡେସ୍କ। ଓଡିଶା ମୋ ପରିବାର ତରଫରୁ ପ୍ରଥମ ପର୍ଯ୍ୟାୟରେ ଏସସିବି ଓ କ୍ୟାପିଟାଲ ହସ୍ପିଟାଲରେ  ରଖାଯିବ ହେଲ୍ପଡେସ୍କ। 
 
ଏସସିବି ମେଡିକାଲ ର ହେଲ୍ପଡେସ୍କ ନମ୍ବର-୬୩୭୧୯୬୩୮୯୭।
 
କ୍ୟାପିଟାଲ ହସ୍ପିଟାଲ ହେଲ୍ପଡେସ୍କ ନୁମ୍ବର-୯୭୭୮୭୭୪୭୭୭।
 
ଆସନ୍ତାକାଲି ଠାରୁ ଆରମ୍ଭ ହେବ ରକ୍ତଦାନ ପାଇଁ କାର୍ଯ୍ୟକ୍ରମ। 
 
କାଲି ନେତାଜୀ ଜୟନ୍ତୀ ଠାରୁ ବିଜୁ ବାବୁଙ୍କ ଶ୍ରାଦ୍ଧ ତିଥି ଯାଏଁ ଚାଲିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ।
 
ଏପ୍ରିଲ ୧୭ ଯାଏଁ ଚାଲିବ ରକ୍ତଦାନ ପାଇଁ କାର୍ଯ୍ୟକ୍ରମ।
powered by social2s