ନେତାଜୀଙ୍କ ୧୨୫ତମ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
କଟକ: କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ମ୍ୟୁଜିୟମରେ ସୁବାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 
ଏହି ଅବସରରେ ସେ ଉଦ୍ବୋଧନ ଦେଇ କହିଲେ ଯେ ନେତାଜୀଙ୍କ ପରାକ୍ରମ ଆମକୁ ଶତାବ୍ଦୀ ଧରି ପ୍ରେରଣା ଦେବ।
ତାଙ୍କ ପରାକ୍ରମକୁ ଆଗାମୀଦିନ ରେ ଲୋକେ ମନେରଖିବେ। 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ର ଦିନକୁ ପରାକ୍ରମ ଦିବସ ରୂପେ ନାମିତ କରିଛନ୍ତି
 
 
 
 
 
powered by social2s