କେନ୍ଦ୍ରାପଡ଼ା: ଆଜିଠୁ ଖୋଲିଲା କେନ୍ଦ୍ରାପଡ଼ା ଜିଲ୍ଲା ରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ।
କୁମ୍ଭୀର ଗଣନା ପାଇଁ ଚଳିତ ମାସ ୧୫ ତାରିଖରୁ ବନ୍ଦ ଥିଲା ଭିତରକନିକା।
ତେବେ ସମସ୍ତ କୋଭିଡ ଗାଇଡଲାଇନ ଅନୁସାରେ ଉଦ୍ୟାନ ଭିତରକୁ ପ୍ରବେଶ କରୁଛନ୍ତି ଲୋକେ।
powered by social2s