![]()
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରଖାଯାଇଛି।
ସାନିଟାଇଜେସନ ପାଇଁ ଗୋଟିଏ ଦିନ ବନ୍ଦ ରଖାଯାଇଛି ମହାପ୍ରଭୁଙ୍କ ଦର୍ଶନ।
ପୂର୍ବରୁ ରବିବାର ଦିନ ମନ୍ଦିର ବନ୍ଦ ରଖିବା ପାଇଁ ନିସ୍ପତ୍ତି ନିଆଯାଇଥିଲା।
ଗତ ୨୧ତାରିଖରୁ ବିନା କୋଭିଡ଼ ରିପୋର୍ଟ ରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହୋଇଛି।
powered by social2s

