Warning: getimagesize(/home/odiaray/public_html/images/Bus_taptapani.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଗଞାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣାଗସ୍ତ; ପୋଲକୁ ଧକ୍କା ଦେଲା ବସ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟ ଖେମିଣ୍ଡିଖୋଲରେ ଏକ ବସ୍ ପୋଲକୁ ଧକ୍କା ଦେଇ ଦୁର୍ଘଟଣା ଗସ୍ତ ହୋଇଛି। 

ଏଥିରେ କେହି ଆହାତ ହୋଇନଥିବା ସୂଚନା ରହିଛି। 

ମହାବିର ନାମକ ବସ୍ ଗଜପତି ରୁ ବ୍ରହ୍ମପୁର ଯାଉଥିବା ବେଳେ ଖେମିଣ୍ଡିଖୋଲରେ ପୋଲକୁ ଧକ୍କା ଦେଇଥିଲା। ଫଳରେ ବସ୍ ଟି ବ୍ରିଜ ତଳକୁ ଅଧା ଓହଳି ରହିଥିଲା। 

ତେବେ ଏକ ନିଶ୍ଚିତ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ।

powered by social2s