ପୁରୀ ଜିଲ୍ଲା ତିନି ଥାନାର ଇଂସ୍ପେକ୍ଟରଙ୍କ ଅଦଳବଦଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ ଜିଲ୍ଳାର ତିନୋଟି ଥାନାର ଅଧିକାରୀଙ୍କ ଅଦଳବଦଳ କରିଛନ୍ତି ଆରକ୍ଷୀ ଅଧିକ୍ଷକ କଂନୱର ଵିଶାଲ ସିଂ।

 

ଏହି କ୍ରମରେ ପୁରୀ ଟାଉନ ଥାନା ର ଇନ୍ସପେକ୍ଟର ଉପେନ୍ଦ୍ର ପ୍ରଧାନଙ୍କୁ ଗୋପ ଥାନା,ଗୋପ ଥାନା ଇନ୍ସପେକ୍ଟର ସୁଧୀର ସାହୁଙ୍କୁ ପୁରୀ ଟ୍ରାଫିକ ଥାନା ଏବଂ ପୁରୀ ଟ୍ରାଫିକ ଥାନା ଇନ୍ସପେକ୍ଟର ଗୋକୁଳାନନ୍ଦ ପ୍ରଧାନ ଙ୍କୁ ପୁରୀ ଟାଉନ ଥାନାରେ ଅବସ୍ଥାପିତ କରାଯାଇଥିବା ଜଣାପଡ଼ିଛି।

 

powered by social2s