ଅଙ୍ଗନବାଡି କର୍ମୀ ଙ୍କୁ ମିଳିବ ସ୍ମାର୍ଟ ଫୋନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରାଯିବ ବୋଲି ଆଜି ବ୍ରହ୍ମପୁର ଠାରେ ଆୟୋଜିତ ଗଂଜାମ ଜିଲ୍ଲା ଅଙ୍ଗନବାଡି କର୍ମୀ ସମ୍ମିଳନୀରେ ଘୋଷଣା କରଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

 

ଏହାଦ୍ୱାରା ସେମାନେ ସଠିକ ସମୟରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି।

 

powered by social2s