ଆଦିବାସୀ ମେଳା ଉଦ୍ଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର:ରାଜଧାନୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା ୨୦୨୧କୁ ଉଦ୍ଘାଟନ କରିଛନ୍ତି। 

 

ଭୁବନେଶ୍ବର ୧ ନମ୍ବର ସ୍ଥିତ ଆଦିବାସୀ ପଡିଆରେ ଆୟୋଜିତ ଏହି ମେଳାରେ ୯୦ଟି ଷ୍ଟଲ ସ୍ଥାନ ପାଇଛି। 

 

ଆଦିମ ଜନଜାତିଙ୍କ ଦ୍ରବ୍ୟକୁ ପ୍ରୋତ୍ସାହନ ଦେବା ଏହି ମେଳାର ଲକ୍ଷ୍ୟ। 

 

ଏଥର ମେଳାକୁ ଭର୍ଚୁଆଲ୍ ମୋଡରେ ଦେଖିପାରିବେ ଦର୍ଶକ। 

 

ଫେବୃଆରୀ ୯ ଯାଏ ଦିନ ୧୧ଟାରୁ ସଂନ୍ଧ୍ୟା ୭ଟା ଯାଏ ଖୋଲା ରହିବ ମେଳା। 

ତେବେ ମେଳାରେ ଏକ ସମୟରେ ୧୫୦୦ରୁ ଅଧିକ ଦର୍ଶକ ରହିବାକୁ ଅନୁମତି ଦିଆଯିବ ନାହିଁ।

 

 

powered by social2s