ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ତା ୨୬.୧.୨୧ ରେ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଯଶୋବନ୍ତ ହାଇସ୍କୁଲ ବାଲିଅନ୍ତା ଠାରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଡ ମୋହନ ଡାଇବେଟିକ, ଆୟୁର୍ବଦିକ, ହୋମଓପାଥିକ, ଦାନ୍ତ, ଅଡିଓଲୋଯିଷ୍ଟ, ଓ ଏ ସ ଯି ଆଖି ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ପରାମର୍ଶ ଦିଆଯାଇ ଥିଲା।
ଡ ସଂଯୁକ୍ତା ପଣ୍ଡା, ଡ ରବିନ୍ କର, ଡ ଶିବ ପ୍ରସାଦ ସାହୁ,ଡ୍ ସୁରେନ୍ଦ୍ର ସାହୁ ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ବିଦ୍ୟାନ୍ତ ଶେଖର ସିଂ, ହେମନ୍ତ ମଲିଆ, ପ୍ରକାଶ ନାୟକ, ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ।

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର କହିଛନ୍ତି ଯେ ଏଭଲି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଲଗାତାର ଭାବେ ଆୟୋଜନ କରାଯାଉଛି। ମୁଖ୍ୟ ଉଦ୍ଦେଶ୍ୟ ହେଲା ଗରିବ ଓ ବରିଷ୍ଠ ନାଗରିକ ଙ୍କୁ ସାହାଯ୍ୟ କରିବା।

powered by social2s