କଟକ କଲେଜ ଛକଠାରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times


କଟକ: କଟକ କଲେଜଛକ ଠାରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି।
କଟକ ମୁନିସିପାଲ କର୍ପୋରେସନ ଓ ଡେଭଲପମେଣ୍ଟ ଅଥରିଟିର ଏନ୍ଫୋର୍ସମେଣ୍ଟ ଟିମ୍ ମିଳିତ ଅଭିଯାନରେ ଆରମ୍ଭ ହୋଇଛି ଏହି ଉଛେଦ ପକ୍ରିଆ।
ଏହା କଲେଜ ଛକ ଓ ସିଡିଏ କମ୍ପେକ୍ସ ରୁ ଆରମ୍ଭ ହୋଇଛି।
ମାଲଗୋଦାମ ଥାନା ଯାଏ ଚାଲିଛି ଉଚ୍ଛେଦ।

powered by social2s