ଭାଲୁ ଆକ୍ରମଣ ରେ ୪ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ କୁଣ୍ଡଳପାଣି ଗାଁରେ ଭାଲୁ ଆକ୍ରମଣରେ ୪ ଜଣ ଆହାତ ହୋଇଥିବା ସୂଚନା ମିଳିଛି। 

ଏମାନଙ୍କ ମଧ୍ୟରୁ ମନୋଜ ଦେହୁରି ନାମକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଗତକାଲି ସେମାନେ ଘରକୁ ଫେରୁଥିବା ବେଳେ ୩ ଟି ଭାଲୁ ଆକ୍ରମଣ କରିଥିଲେ।

 

powered by social2s