ମହାତ୍ମାଗାନ୍ଧୀଙ୍କ ଓଡ଼ିଆ ଗସ୍ତର ୧୦୦ବର୍ଷ ପୂର୍ତ୍ତି ପାଳିବ ରାଜ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତର ୧୦୦ବର୍ଷ ପୂର୍ଣ୍ଣ ଅବସରରେ ରାଜ୍ୟରେ ଆୟୋଜିତ ହେବ ସ୍ୱତନ୍ତ୍ର କର୍ଯ୍ୟକ୍ରମ। 

ଏ ନେଇ ଆଜି ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବୈଠକରେ ଐତିହ୍ୟ ଓ ପରମ୍ପରାର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ନେଇ ହୋଇଛି ଆଲୋଚନା। 

ଏହାକୁ ନେଇ କେନ୍ଦ୍ର ଉପରେ ଚାପ ପକାଯିବ ବୋଲି କୁହାଯାଇଛି। 

ରାଜ୍ୟ ର ବିଭିନ୍ନ ଗାଁ କୁ ଗାନ୍ଧୀ ଗ୍ରାମ ଘୋଷଣା ନେଇ ଆଲୋଚନା ହୋଇଛି। 

ବରପୁତ୍ର ଓ ସଂଗ୍ରାମୀଙ୍କ ଗାଁକୁ ଆଦର୍ଶ ଗାଁରେ ପରିଣତ କରିବାକୁ ହୋଇଛି ଆଲୋଚନା। 

ସ୍କୁଲ ପାଠ୍ୟକ୍ରମରେ ବରପୁତ୍ରଙ୍କ ସଂପର୍କରେ ପାଠ ପଢାଯିବା ପାଇଁ ଏଥିରେ ନିସ୍ପତ୍ତି ହୋଇଛି।

 

powered by social2s