୫ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ:ପୁରୀ ଶ୍ରୀମନ୍ଦିର ସେବାୟତ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ ୫ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। 

ଫଳରେ ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନକରିବା ବିନା ଫେରିଛନ୍ତି। 

ସକାଳ ଧୂପ ପରେ ଆଜି ଆରମ୍ଭ ହୋଇଥାଆନ୍ତା ବେଶ। କିନ୍ତୁ ସିଂହାରୀ ଓ ଅନ୍ୟ ସେବାୟତ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ବିଳମ୍ବରେ ବେଶ ଆରମ୍ଭ ହୋଇଛି। 

ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ।

 

powered by social2s